STORYMIRROR

Preeti padma Dash

Abstract Children Stories Tragedy

4  

Preeti padma Dash

Abstract Children Stories Tragedy

ବନ୍ଧୁଟିଏ ତୁମେ

ବନ୍ଧୁଟିଏ ତୁମେ

1 min
484

ବନ୍ଧୁତାର ପରିଚୟ ଦେଲ ମୋତେ ତୁମେ,

ବନ୍ଧୁଟିଏ ସାଜି ମୋର ଆସିଲ ଜୀବନେ।


          ବନ୍ଧୁତୁମେ ପ୍ରତିବିମ୍ବ ସ୍ୱଚ୍ଛ ଦର୍ପଣର,

          ବନ୍ଧୁତୁମେ ମୁକ୍ତା ଲୋକ ତନ୍ଦ୍ରା ରାଜନିର।


ବନ୍ଧୁ ତୁମ ହୃଦୟ ଯେ ଯମୁନାର ତୀର,

ସୁମଧୁର ବଂଶୀଧ୍ଵନ ପାଦର ନୂପୁର।


           ବନ୍ଧୁତୁମେ ସ୍ୱାର୍ଥହୀନ ସମ୍ପର୍କର ଉତ୍ସ,

           ବନ୍ଧୁତୁମେ ସମ୍ଭାଷଣ ପ୍ରୀତିର ଗିରିଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract