STORYMIRROR

Tapan Dixit

Abstract Fantasy

2  

Tapan Dixit

Abstract Fantasy

ବାଲିଘର

ବାଲିଘର

1 min
14.1K


କୁହୁଡ଼ିରେ ଘେରା ଉଆସ ଭିତରେ

ସ୍ୱପ୍ନରେ ହଜି ହଜି

ତୁମ ପାଇଁ ସାଥି ବାଲିଘର ତୋଳି

ତୁମକୁ ହେଉଛି ଖୋଜି,

ତନ୍ଦ୍ରା ଜୁଡ଼ୁବୁଡ଼ୁ ପଲକରେ ଯେତେ

ମଖମଲି କାକରର

ବୁନ୍ଦା ଜମି ଯାଏ... 

ଆଖି ରହିଯାଏ

ରାତି ସାରା ଉଜାଗର।।

ତପନ ଦୀକ୍ଷିତ (ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract