STORYMIRROR

Mr.GAGAN BIHARI NAYAK

Horror Fantasy

3  

Mr.GAGAN BIHARI NAYAK

Horror Fantasy

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
321


କୁହୁକିନି ଏଇ ରାତି 

ଶୋଇ ଗଲା ପରେ ।

ଥୁଣ୍ଟା ବରଗଛ ମୂଳେ 

କିଏ ନିଆଁ ଜାଳେ ।

ଛନକା ପଶେ ଛାତିରେ

କିଏ ସତେ ଚାଲୁ ଥାଏ

ଛାଇ ସାଥୀରେ(0)


ପଚାରିଲି କିଏ ତୁହି

କିଛି ସେ କହିଲା ନାହିଁ।

ଭାବିଲି ସେ ଆତ୍ମାଟିଏ

ଯାର ଦେହ ହାତ ନାହିଁ।

ଅଶରିରୀ ପ୍ରେତାତ୍ମା ସେ

ନାହିଁ ତୃପ୍ତରେ (୧)


ଅଶାନ୍ତ ତା ଆତ୍ମା ଘୁରେ 

ବାୟୁ ମଣ୍ଡଳେ ।

ଦୁଃଖ ପାଇ ଆତ୍ମା ଘଟ ଛାଡିଲା ପରେ ।

ଖୋଜିବୁଲେ ଟିକେ ରାହା

ଧରା ବୁକୁରେ(୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror