Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Judhisthir Majhi

Inspirational

3  

Judhisthir Majhi

Inspirational

ଅତିଥି

ଅତିଥି

1 min
373


ଅତିଥି ସେମାନେ ଅତିଥି

ପଡୋଶୀ ଗାଆଁରୁ ବା

ଆତ୍ମୀୟସ୍ୱଜନ କେହି

ଘରକୁ ଆସୁଛି ସେ ଅତିଥି


କେବେ କେବେ ଅଜଣା ମଣିଷ

ହୋଇଥାଏ ଈଶ୍ୱର ସାକ୍ଷାତ

ସେବା କରିଲେ 

ସେ ଅତିଥିଙ୍କୁ ଆପଣାଇଲେ

ଅନ୍ଧକାର ଜୀବନ ବି

ହୁଏ ଆଲୋକିତ


ତା'ର ସେବା କରିବା

ଆମର କର୍ତ୍ତବ୍ୟ ମାନବିକତା

ପଡିବା କଥା ତା ମନର ଭାଷା


ସୁବିଚାର କରିବା

ସତ୍ ବ୍ୟବହାର ଦେଖେଇବା

କାରଣ 

ଅତିଥି ସେବା ହିଁ ମାଧବ ସେବା


ଅତିଥିଙ୍କୁ ସେବା କରିଲେ

ମନକୁ ସନ୍ତୋଷ ମିଳେ

ଈଶ୍ୱର ଖୁସି ହୁଏ

କେବେ କେବେ ସେ ଅତିଥି

କୁସମୟେ ସାକ୍ଷାତ ହୁଏ

ଜୀବନର ଦୁଃଖ

ସୁଖରେ ବଦଳି ଯାଏ


ଅତିଥି ମହିମା   ପବିତ୍ର ଗ୍ରନ୍ଥରେ

   ଆସୁଛି ବର୍ଣ୍ଣିତ ହୋଇ

ଈଶ୍ୱର ପରୀକ୍ଷା   ସେହି ସମୟରେ

    ରହିଛି ଲୁଚିତ ହୋଇ


ଆଜିର ମଣିଷ

ଅତିଥିଙ୍କୁ ଆଉ

ଉଚିତ ସମ୍ମାନ ଦେଉନି

ଉଚିତ ସେବା କରୁନି

ଏ ତୋ ବିଜ୍ଞାନର ଯୁଗ

ଈଶ୍ୱରଙ୍କୁ ଆଉ ମାନୁନି



Rate this content
Log in

Similar oriya poem from Inspirational