Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

P.purabi Mohanty

Tragedy

2  

P.purabi Mohanty

Tragedy

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
110



ସମାଜ ରାସ୍ତା ରେ ଛିଡ଼ା ହୋଇ ଥିଲା

କେତେ କାଦୁଅ କୁ ସଫା ସେ କରିଲା

ଚାଲିବାକୁ ବାଟ ଗୋଡ଼ ରେ ବାନ୍ଧିଲେ

ନାରୀ ସେ ସମାଜେ ଗଡ଼ି ନ ପାରିଲା

ସୁରକ୍ଷିତ ମଣି ବାକୁ ଲୋଡ଼ା ହାତ

ହାତ ଧରି ହାତ ବାଟ ରେ ଚାଲିବ

ଆଗକୁ ବଢିବ ସଫଳ ହୋଇବ

ମୁକ୍ତ ହୋଇ ସେ ଯେ ଆକାଶେ ଉଡିବ

ଆକାଶ ଯଦିଓ ମୁକ୍ତି ଦେଇପାରେ

କିନ୍ତୁ ଏ ସମାଜ ସୁରକ୍ଷା ନ ଦିଏ

ପରି ଆମ ଉଡି ବାକୁ ପର ତା

କାଟି ପକାଇଲେ ସହସା ଲୋଡ଼େ ତା

ପରୀ ର ଦୃଢ଼ତା ତେବେ ବି ଅଚଳ

ଉଡ଼ିବ ହସିବ ଆକାଶେ ହଜିବ ।


Rate this content
Log in

More oriya poem from P.purabi Mohanty

Similar oriya poem from Tragedy