STORYMIRROR

P.purabi Mohanty ପି.ପୁରବୀ ମହାନ୍ତି

Classics Others

3  

P.purabi Mohanty ପି.ପୁରବୀ ମହାନ୍ତି

Classics Others

ଭିଡ଼ ହାଟ ରେ ଏକାକୀ ନିଃସ୍ୱ

ଭିଡ଼ ହାଟ ରେ ଏକାକୀ ନିଃସ୍ୱ

1 min
210

ନାମ ପି.ପୁରବୀ ମହାନ୍ତି

ଭିଡ଼ ଦେଖି ହାଟ ବଜାର ମେଲା

ଏକାକୀ ମୁ ଏଠି ଛିଡ଼ା ଦୁଆର

କାଲି ସଭିଙ୍କର ଚିହ୍ନା ମୁହଁ ସତେ

ଆଜି ହୋଇଗଲା ସାତ ସପନ

କେତେ ଆସି କେତେ ଗଲେଣି ଚାଲି

ଦେଖିବାର କେତେ ଛଳନା କରି

ଜାଣିବାକୁ ବେଳ ହରାଇ ଆଜି

ମୁହଁ କୁ ମୁହଁ ରେ ଗଣି ମୁଁ ଦେଲି

ବିଧାତା ନିୟମ କାହାକୁ ଜଣା

ନିୟତି ମୂଳ ରେ ସଭିଁ ଚାଳନା

ଭିଡ଼ ସେ ବଜାର ଭିଡ଼ ସେ ଗଳି

ଆଜି ମୁ ଫେରିଲି ଏକାକୀ ହୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics