Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Action Fantasy

3  

Mr.GAGAN BIHARI NAYAK

Romance Action Fantasy

ଅସରାଏ ବର୍ଷା

ଅସରାଏ ବର୍ଷା

1 min
220



ଅସରାଏ ବର୍ଷାରେ ଭିଜିଗଲା ଦେହଟା ।

ତଥାପି କାହିଁକି ଜଳୁଥିଲା ମନଟା ।

ରାଗ ଓ ଅଭିମାନର ମୁଁହ 

ଯିଏ ବର୍ଷଠାରୁ ଆହୁରି ରୂକ୍ଷା।।

ନଈତୂଠ କାଦୁଅରେ ଖସିଗଲା ଗୋଡ ।

ଉଠିବା ଆଗରୁ ଭାସିଗଲି ସୂଅରେ ।

ବୁଝିଲି ତାର ପ୍ରଖରତା।

ପ୍ରେମ ଠାରୁ ଅଧିକ ଗଭୀରତା।

ପ୍ରେମ ସଦ୍ ଅନୁଭବ କଲି

ନଈ ଓ ପ୍ରେମ ଅନ୍ଧ ଅପରିଣାମଦର୍ଶୀ ।।

ହଜିଗଲା ଦେହଟା ଦିନେ ଅନ୍ଧାର ଭିତରେ ।

ବାରମ୍ବାର ଖୋଜିଲି 

ପାଇଯିବି କାଳେ ।

ଦେଖିଲି ସେ ଅଛି 

ମୋ ମନର ଅଳନ୍ଦି ଭିତରେ

ନିଶ୍ବାସ ପ୍ରଶ୍ବାସ ହୃଦୟ ସ୍ପନ୍ଦନରେ।।



Rate this content
Log in

Similar oriya poem from Romance