STORYMIRROR

Saipriya Nayak

Romance

4  

Saipriya Nayak

Romance

ବିବଶ ମୁଁ

ବିବଶ ମୁଁ

1 min
268

ଖରାବେଳ ଠୁଁ ଆହୁରି ବିବଶ ଦିଶିଲା

ମୋ ମୁଁହ ସେଦିନ ଯେବେ

ଜାଣିଲି ତମେ ବିଲକୁଲ୍

ସମୁଦ୍ରମୁଁହା ହେଇଯାଇଛ

ଆଉ ମୁଁ ଏକାକୀ ଝାଉଁବଣ ରେ। 


Rate this content
Log in

Similar oriya poem from Romance