Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saipriya Nayak

Romance

3  

Saipriya Nayak

Romance

ତମେ ମୋ ପାଇଁ

ତମେ ମୋ ପାଇଁ

1 min
1.1K



ସବୁ ଋତୁ ସରିବା ପରେ 

ମୁଁ ଖୋଜୁଥାଏ ସପ୍ତମ ଋତୁ

ଭୋଗିବାକୁ

କେବଳ ତୁମ ପାଇଁ। 


ଫଗୁଣରୁ ସବୁ ରଙ୍ଗ 

ଲାଗିଲା ପରେ ପ୍ରଜାପତି ଙ୍କ ଡେଣା ରେ

ମୁଁ ଲୋଡ଼ିଥାଏ ଇନ୍ଦ୍ରଧନୁ

କେବଳ ତୁମ ପାଇଁ ।


ଶ୍ରାବଣ ରୁ ସବୁ ମେଘ

ଅଜାଡ଼ି ଗଲା ପରେ ମାଟି ର ଛାତି ରେ

ମୁଁ ଚାହିଁଥାଏ ତୁମ ଦୁଇ ଆଖି କୁ

କେବଳ ମୋ ବଂଚିବା ପାଇଁ ।



Rate this content
Log in

Similar oriya poem from Romance