STORYMIRROR

Saipriya Nayak

Romance

3  

Saipriya Nayak

Romance

ଅବଶୋଷ

ଅବଶୋଷ

1 min
188

ମାଳମାଳ ଦୁଃଖଙ୍କ ଗହଣରେ

ମୁଁ ଚରିତ୍ରଟିଏ

ହସକାନ୍ଦର ଦୁନିଆରେ 

ଲହୁଲୁହାଣ ସାରାଜୀବନ

ଛକିଶୂନ୍ ଖେଳରେ

ହାର୍ ନାହିଁ କି 

ଜିତ୍ ବି ନାହିଁ

ଖାଲି ମୁଠା ମୁଠା ଶୂନ୍ୟତା

ଏତିକି ମାଗୁଣି

ତମେ ଖାଲି ଥରୁଟିଏ

ପୂର୍ଣ୍ଣ କରିଦିଅ ମୋତେ

ମୋ ଶୂନ୍ଯ ଆଂଜୁଳିରେ

ଭରି ପ୍ରୀତିର ଗଙ୍ଗଶିଉଳି

ଏଇ ଜନ୍ମ ପାଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance