STORYMIRROR

Liza Senapati

Abstract Tragedy

3  

Liza Senapati

Abstract Tragedy

ଅସଜଡା ସମ୍ପର୍କ

ଅସଜଡା ସମ୍ପର୍କ

1 min
25

ମନ କହୁଛି କିଛି ସମ୍ପର୍କକୁ 

ଅସଜଡା ରହିବାକୁ ଦେ,

ଭଲ ଲାଗୁଚି ଟିପି ଟିପି ,

ମେଘରେ ନିରବତାର ଶଦ୍ଦ,

ବେଳାଭୂମିରେ କୋଳାହଳକୁ ବେଖାତିର କରି,

ନିରବରେ ଅଶାନ୍ତ 

ମହୋଦଧିରେ ହଜିଯିବାକୁ

ଭଲ ଲାଗୁଚି ସଳିତାଟିଏ ହୋଇ ଜଳିବାକୁ,

ସମ୍ପର୍କର ଦୋଛକିରେ ଏକା ଏକା ,

ସ୍ମୃତି ସବୁକୁ ସଜାଡି ବାଲି ଘର ତୋଳିବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract