STORYMIRROR

Ranjita Das

Tragedy

3  

Ranjita Das

Tragedy

ଅସଜଡ଼ା ପ୍ରେମ

ଅସଜଡ଼ା ପ୍ରେମ

1 min
366

ବିଶ୍ୱାସ ଥିଲା ମୋ ଛାଡି ଯିବେନି ସେ, 

ରହିବେ ମୋ ପାଶେ ପାଶେ.. 

ମିଛ ଦୁନିଆ ଏ, ଧୋକା ଦେଇଗଲା 

ଆଜି ମୁଁ ଲୁହକୁ ଲୁଚେଇ ହସେ.. 

ଦୁଃଖର ସରଳରେଖା ଟାଣିଗଲେ ସେତ, 

ସୁଖକୁ ମୁଁ ଆଜି ଖୋଜେ.. 

ସୁଖ ଖୋଜୁ ଖୋଜୁ, 

ଦୁଃଖର ପାଉଁଶ ଆସି ମୋ ପାଖରେ ବସେ.. 

ହସୁଛି ଦୁନିଆ ଶୁଣେଇ ବାରତା, 

ବିଶ୍ୱାସ ତୁ କାହିଁ କଲୁ.. 

ବିଶ୍ୱାସ କରିକି ଦୁଃଖକୁ ଧରିକି

ମନେ ମନେ ଝୁରିଲୁ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy