Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Inspirational

3  

Ranjita Das

Inspirational

ଆମ ଐତିହ୍ୟ

ଆମ ଐତିହ୍ୟ

1 min
382


ଓଡ଼ିଶାରେ ଜନମ ଆମେ ଉତ୍କଳର ସନ୍ତାନ, 

ଉତ୍କଳର ଉନ୍ନତି ପାଇଁ କରିବାକୁ ଅଛି ଅନେକ ।

ରାଇଜ ମୋର ଗରିବ ବୋଲି କହୁଛି ସାରା ଦୁନିଆ,

ରାଇଜେ ମୋର ନାହିଁ କଣ ଆ' ତୁ ଆ' ଦେଖି ଯା' ।

ଅଜଣା ରାଇଜ ଓଡିଶା ମାଟି,ଜଣା ଶୁଣା ଏତେ ନୁହେଁ ତାର ନା' ଟି ।

କେଡେ ସୁନ୍ଦର ରାଇଜ ମୋର, ଏହି ମାଟି ଯେ ପ୍ରକୃତିର ଗନ୍ତାଘର ।

ପଖାଳ ଭାତ,ତୋରାଣି ପାଣି ଆହାଃ ଲାଗେ ଭାରି ବଢିଆ, 

ଓଡ଼ିଆ ଆମେ ଓଡ଼ିଆ ହେଲୁ ଭାରି ବଢିଆ ।

ଓଡ଼ିଆ ଖାଦ୍ୟ ଭାରି ସୁଆଦିଆ,ପାଟିରୁ ବହେ ଲାଳ,

ଚିଲିକା ଗଲେ ଦେଖିବୁ ସେଠି ପକ୍ଷୀଙ୍କର ମେଳ ।

ଭାଷାଟି ମୋର ଆହାଃ କି ମିଠା, କହିବାକୁ ସରସ ସୁନ୍ଦର ।

ଓଡିଶାବାସୀ ଭାରି ସାହସୀ, ଗରବ ବଢାଏ ପାରାଦ୍ୱୀପ ବନ୍ଦର ।

ଏହି ଭୂମି ଯେ ବୀରପୁତ୍ରଙ୍କ ମାଟି ସୁନ୍ଦର ରାଇଜ ଏତ, 

ଓଡିଶା ଏହାର ନା' ଟି ।


Rate this content
Log in

Similar oriya poem from Inspirational