STORYMIRROR

Ranjita Das

Abstract

2  

Ranjita Das

Abstract

କୋରନା କୋପ

କୋରନା କୋପ

1 min
114

ଆଖିକୁ ଦିଶୁନଥିବା ଭୂତାଣୁ 

ଆଜି ସବୁ କରିଦେଇଛି ବନ୍ଦ


"କୋରନା କୋପରେ ଶ୍ରୀମନ୍ଦିର ବନ୍ଦ 

ମନ୍ଦିରରୁ ମସଜିଦ, 

ମସଜିଦରୁ ଗୀର୍ଜା 

ସବୁ ଦ୍ୱାର ବନ୍ଦ


ସ୍କୁଲରୁ କଲେଜ, 

କଲେଜରୁ ୟୁନିଭରସିଟି,

ୟୁନିଭରସିଟିରୁ, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ 

ବିଦ୍ୟାର ମନ୍ଦିର ବି ବନ୍ଦ


ଅଫିସ ବନ୍ଦ, ନ୍ୟାୟଳୟ ବନ୍ଦ, 

ଜରୁରୀ ନଥିଲେ କାମ କର ବନ୍ଦ

ସଭାସମିତି ବନ୍ଦ, ନେତାଙ୍କ ଦାଦାଗିରି ବନ୍ଦ 

ଭାଷଣବାଜି ବି ବନ୍ଦ


ଦଶମ ଖାତା ଦେଖା ବନ୍ଦ, 

ଦଶମ, ଦ୍ୱାଦଶ ପରୀକ୍ଷା ବନ୍ଦ

ମହାନଗରୀ ବନ୍ଦ, ରାଜଧାନୀ ବନ୍ଦ


ପାର୍ଲର ରୁ ସେଲୁନ

ସେଲୁନରୁ- ସ୍ପା 

ଦୋକାନ ବଜାର, ମଲ

ଉଠା ଦୋକାନୀ ସବୁଆଡେ ଖାଁ ଖାଁ 

ଆଉ ସବୁ ଆଜି ବନ୍ଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract