STORYMIRROR

Ranjita Das

Classics

2  

Ranjita Das

Classics

ବୋଉ ବିନା ଘର

ବୋଉ ବିନା ଘର

1 min
500

ଘର ଲାଗେ ଖାଁ ଖାଁ

ଯେବେ ନଥାଏ ବୋଉ

ଘର ଲାଗେ ମରୁଭୂମି

ଯେବେ ନଥାଏ ବୋଉ

ଘର ଲାଗେନି ଘର

ଯେବେ ହଜିଯାଏ ବୋଉ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics