Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Abstract

1  

Ranjita Das

Abstract

ଶୀତୁଆ ସକାଳ

ଶୀତୁଆ ସକାଳ

1 min
340


ବରଷା ଗଲାଣି ଛାଡି

ଶୀତ ଆସିଲାଣି ମାଡି

ସକାଳୁ ସକାଳୁ କାକରର ଢେଉ

ମନକୁ ଦିଏ ବିଗାଡି


ବରଷାକୁ ଦେଇ ବିଦାୟ,

ଶୀତକୁ କଲୁ ସ୍ୱାଗତ


ଶୀତୁଆ ସକାଳ ଦିଏନି ସାଥି,

ମନ ଖୋଜେ ଗରମ ଚା' ର ତାତି


ମାଘ ମାସର ହାଡ ଭଙ୍ଗା ଶୀତ,

ସେଥିରେ ଯେ କେତେ ବାର ବ୍ରତ


ଶୀତୁଆ ସକାଳର ପହିଲି କିରଣ

ଏ ଜୀବନେ ଭରିଦିଏ ଯେ ପ୍ରାଣ


Rate this content
Log in

Similar oriya poem from Abstract