Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHADEV PARIDA

Classics

3  

SAHADEV PARIDA

Classics

ଅସିତ ହୁଏନି ବୋଲି

ଅସିତ ହୁଏନି ବୋଲି

1 min
147


କହିତ ହୁଏନି ମନର ବେଦନା

ଦେଖିଦେଲେ ତୋର ମୁଖ

ସବୁ ଭୁଲିଯାଏ ସାଇତା ଦୁଃଖ ଯେ 

ଭରି ଯାଏ ମନେ ସୁଖ ।।

ତେଣୁ ଚିନ୍ତାମଣି ନାମ ବୋଲାଇଛୁ

ଚିନ୍ତାକୁ କରୁହରଣ

ସୁଖର ଲହରି ଲହରାଇ ଦେଉ

ତୋତେ କରିଲେ ଜଣାଣ।।

ତୋର ଦର୍ଶନେ ଦୁଃଖ ଯାଏ ଚାଲି

ଦୁଃଖ ହାରି ନାମତୋର

ସଦାନନ୍ଦ ସୌଦାଗର ତୁମେ ବୋଲି

ସଚ୍ଚିଦାନନ୍ଦ ନାମ ତୁମ୍ଭର।।



Rate this content
Log in

Similar oriya poem from Classics