STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଅସହ୍ୟ

ଅସହ୍ୟ

1 min
3.0K

କେତେବେଳେ ଜଳେ ବିରହ ଜୁଇରେ

ପୁଣି ଅସହାୟ ନିଆଁରେ,

ଅଭିମାନ ଧୂଆଁ ସନ୍ଦେହର କୁହୁଡ଼ି

ମଧ୍ୟେ ଅଣନିଶ୍ଵାସୀ ହୁଏ ରେ


ନା ସହି ପାରେ କ୍ଷତାକ୍ତର ଜ୍ଵାଳା

ନା ଦେଖାଇ ମୁଁ ପାରେ,

ପଥର ପରିକା ଗରଳ ବି ପିଏ

ବଞ୍ଚି ଥାଉ ନିତି ମରେ


ହସି ହସାଇବା ଧର୍ମ ବୋଲି ସର୍ବେ

ଉଦାହରଣ ଫିଙ୍ଗନ୍ତି,

ପୋଡିଯାଇଥିବା ଘା'ଟାରେ ଖାଲି

ହସି ହସି ଚୁନ ମାରନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract