Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance Classics

3.5  

Debadatta Jena

Romance Classics

ଅର୍ଚ୍ଚନା

ଅର୍ଚ୍ଚନା

1 min
97



କଳା କାହ୍ନୁ..

ଅଷ୍ଟ ପାଟରାଣୀ ସୁହାଗ ସମ୍ଭୋଗେ

ପ୍ରେମ ତୋ'ର ନୁହେଁ କମ୍ ଜମା,

ସରାଗେ କୁହନ୍ତି ହସି ବନମାଳୀ

ଚକୋର କି କେବେ ଅଧିକାର କରେ

ସାରା ଆକାଶର ଏ ଚନ୍ଦ୍ରମା..

ଏ ଆକାଶ ଏକ ସୂର୍ଯ୍ୟ ଵି ତ ଏକ,

ଏ ଚନ୍ଦ୍ର ଵି ଏକ ଚକୋର ଅନେକ,

ହଁ,ଶ୍ରୀରାଧେ..

ସ୍ୱରୂପ ଏକ କିନ୍ତୁ ରୂପ ତ ଅନେକ,

ଏ ପ୍ରେମ ତ ଏକ,ପ୍ରକାଶ ଅନେକ,

କେବେ ଅପୂର୍ଣ୍ଣ ତ ନୁହେଁ ଅର୍ଚ୍ଚନା..!

ଏଇ ମୋର ରୂପ ମୁଁ ତାର ସ୍ୱରୂପ,

ପ୍ରେମ ସ୍ୱରୂପରେ ମଧୁ ମୂର୍ଚ୍ଛନା..!!

       ଜୟ ଶ୍ରୀକୃଷ୍ଣ


Rate this content
Log in

Similar oriya poem from Romance