STORYMIRROR

Sunanda Mohanty

Abstract Romance Action

3  

Sunanda Mohanty

Abstract Romance Action

ଅପରିଚିତ

ଅପରିଚିତ

1 min
209


ବସିଥିଲି ନିରୋଳା ରେ 

ଅପରିଚିତ ଙ୍କ ସଙ୍ଗରେ

ଝରଣାରେ ଥିଲା ଜହ୍ନ

ଅପରିଚିତ ରୁ ପରିଚିତ

ହେଲେ ଯେବେ ଦେଲେ ମନ

ସଫେଦ ଥିଲା ତୋଫା ଜହ୍ନ

ପରିଷ୍କାର କଳଙ୍କ ହୀନ


ସେଦିନ ସମୁଦ୍ର ବେଳା ରେ

ପଡ଼ିଥିଲା ଭାସମାନ ଜହ୍ନ

ପରିଚୟ ରୁ ପୁଣି ଅପରିଚିତ

ହେଲେ ଯେଉଁଦିନ

ଜହ୍ନ ରେ କଳଙ୍କ ଚିହ୍ନ

ଦିଶୁଥିଲା ଭାରି ଅପରିଛର୍ଣ୍ଣ।


ପରିଚିତ ଅପରିଚିତ ଭିତରେ

ଅସାମଞ୍ଜସ୍ୟ ପ୍ରତିଧ୍ଵନି ମାନ

ପ୍ରତାରଣା ଜୀବନ ଟା ଭାରି ଛନ୍ଦହୀନ

ଜହ୍ନ ର ନଥାଏ ଚିହ୍ନ ବର୍ଣ୍ଣ

ଜହ୍ନ ଏବେ ଏବେ ଆବେଗ ହୀନ

ଅପରିଚିତ ପରି ଲାଗେ ହୀନିମାନ 

ହଜିଯାଇଥିଲା ପରିଚିତ ମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract