STORYMIRROR

Prasanta Bhunya

Abstract

2  

Prasanta Bhunya

Abstract

ଅନାଲମ୍ବନ

ଅନାଲମ୍ବନ

1 min
13.8K


ସେଇ ତୋ ବିଷାଦର,

ମୋ ଗୀତା ହିଁ’ତ ଲେଖୁଛି

ଅଠର ଖଣ୍ଡରେ

ନସରୁ ଲୋ ଏ ପର୍ବର ମହାଭାରତ

ହେଲେ ସାତକାଣ୍ଡ ତୁ’ତ ବୁଝିନେ

ସେଥିରେ ମୁଁ ତରିଯିବି

ନହେଲେ

ଏମିତି କବିରେ ହିଁ ମରିଯିବି

-ପ୍ରଭୂ


Rate this content
Log in

Similar oriya poem from Abstract