STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଅନାବନା

ଅନାବନା

1 min
369

ମନର କାଗଜ ଉପରେ

ମୁଁ ଲେଖେ ଯେବେ

ଅନାବନା କଥା

ପଢିବାକୁ ହୁଏ ମନ

କିନ୍ତୁ ଅପଢା ରହିଯାଏ

ଗତ ଜୀବନର

ବିଗତ ଘଟଣା

ସବୁ ଇତିହାସ

ହେଲା ପରେ

ନିଜର ଭଳି ଲାଗୁଥିବା

ସବୁଯଦି ଲାଗେ ସାତପର

ସବୁ କିଛି ହୁଏ ଅଭିମାନର

ଅପମୃତ୍ୟୁ ହୁଏ ଆପଣାର

ସ୍ୱାଭିମାନର, ମୁଁ ନୁହେଁ ମୋର

ଯେବେ ନିଜର ସବୁ ହୁଏ

ସାତପର, ସେଥିପାଇଁ

ଲେଖିଦିଏ, ହୃଦୟ

ପୃଷ୍ଠାରେ କିଛି କଥା ଅନାବନା ।।


Rate this content
Log in

Similar oriya poem from Abstract