Ghanashyam Biswal
Romance
ସାଗର ଜୁଆର ଧୋଇପାରେ ସିନା
ବାଲି ଘର ଆଉ ବାଲିରେ ଲେଖା ତୋ ନାମ
ଧୋଇ କି ପାରିବ ଯେତେ ଚେଷ୍ଟା କଲେ
ମୋ ହୃଦୟରେ ଥିବା ତୋ ପାଇଁ ପ୍ରେମ
ବରଷାର ଧାରା ଭିଜେଇବ ସିନା
କାଗଜରେ ଲେଖା ତୋ ପ୍ରେମ ଚିଠି
କେମିତି କରିବ ଓଦା ମୋ ପ୍ରେମକୁ
ହୃଦୟେ ରଖିଛି ତାକୁ ସାଇତି
ଖୋଲାକଥା
ମନକଥା
ସିଧା କଥା
ମୋ ସପନ
ଦେଶଭକ୍ତ
ସହିବାକୁ ହେବ
ସନ୍ଦେହ
ମୂର୍ଖ
ପ୍ରେମିକ
ଅୟୁତ କୁସୁମ ସୁଷମାରେ ତୋରା ଅୟୁତ ବିହଗ କୁଜିତା ଘର ଅଗଣା ମୋ ଦିଶଇ ଶୋଭିତା ଦେଖିଯାଅ ଥରେ ବନିତା. ଅୟୁତ କୁସୁମ ସୁଷମାରେ ତୋରା ଅୟୁତ ବିହଗ କୁଜିତା ଘର ଅଗଣା ମୋ ଦିଶଇ ଶୋଭିତା ଦେଖିଯାଅ...
ମନେ ପଡେ ମନ କଥା ମନେ ପଡେ ମନ କଥା
ମନେ ପଡେ ମୋର ମନେ ପଡେ ମୋର
ମସଲା ବଜାର ମସଲା ବଜାର
କହ୍ନେଇ ର ଜନମ ଦିନ କହ୍ନେଇ ର ଜନମ ଦିନ
ପ୍ରଣୟ ବଲ୍ଲଭୀ ପ୍ରଣୟ ବଲ୍ଲଭୀ
ତୁମେ ଗଲାପରେ ତୁମେ ଗଲାପରେ
ଆସେ ଯେବେ ଚନ୍ଦ୍ରମା ମେଘାଚ୍ଛନ୍ନ ଅମ୍ବରେ ତାରାମାଳେ ଅଙ୍କିଦିଏ ତୁମ ପ୍ରତିବିମ୍ବ ଆସେ ଯେବେ ଚନ୍ଦ୍ରମା ମେଘାଚ୍ଛନ୍ନ ଅମ୍ବରେ ତାରାମାଳେ ଅଙ୍କିଦିଏ ତୁମ ପ୍ରତିବିମ୍ବ
ସ୍ମରଣ ସ୍ମରଣ
ଜୀବନର ମରୁକୋଳେ ଯେମିତି ଖେଳେ ମନ୍ଦାକିନୀ ସ୍ରୋତସ୍ୱନେ ସ୍ୱପ୍ନରେ ଆସି ମଦାଳସି ମୋ ପ୍ରେୟସୀ କ... ଜୀବନର ମରୁକୋଳେ ଯେମିତି ଖେଳେ ମନ୍ଦାକିନୀ ସ୍ରୋତସ୍ୱନେ ସ୍ୱପ୍ନରେ ଆସି ମଦାଳସ...
ଚିନ୍ତା ଚିନ୍ତା
ସ୍ମୃତି ରହିଯିବ ସାତ ସପନ ସ୍ମୃତି ରହିଯିବ ସାତ ସପନ
ସପନେ ଯୌବନ ସପନେ ଯୌବନ
((ପ୍ରେମିକାକୁ ପଦେ)) ((ପ୍ରେମିକାକୁ ପଦେ))
ଭାଇ ଭଉଣୀର ସ୍ମୃତି ମୟ ମୁହୂର୍ତ୍ତ ଭାଇ ଭଉଣୀର ସ୍ମୃତି ମୟ ମୁହୂର୍ତ୍ତ
ରାକ୍ଷୀ ଫୁଲ ରାକ୍ଷୀ ଫୁଲ
ମୁଁ ନୁହେଁ ମୁଁ ମୁଁ ନୁହେଁ ମୁଁ
କାଗଜ ଡ଼ଙ୍ଗା କାଗଜ ଡ଼ଙ୍ଗା
ପ୍ରୀତି ଆଉ ସୁଧାର ମିଳନ....! ଚଇତାଳିର ଉଚ୍ଚାଟ ଆବେଗରେ ପଳାସ ଫୁଲରେ ଲାଗିଥିଲା ବୟସର ନିଆଁ । ପ୍ରୀତି ଆଉ ସୁଧାର ମିଳନ....! ଚଇତାଳିର ଉଚ୍ଚାଟ ଆବେଗରେ ପଳାସ ଫୁଲରେ ଲାଗିଥିଲା ବୟସର ନ...
ବିଦାୟ ତୁଠର ମାନ ଅଭିମାନ ସମୟ ସାଥିରେ ପୁଣି ଲେଉଟିବ ବିଦାୟ ତୁଠର ମାନ ଅଭିମାନ ସମୟ ସାଥିରେ ପୁଣି ଲେଉଟିବ