STORYMIRROR

Gunanidhi Samal

Tragedy

2  

Gunanidhi Samal

Tragedy

ଅଦେଖା ପ୍ରେମ

ଅଦେଖା ପ୍ରେମ

1 min
106

ନା' ତୁ ମୋତେ କେବେ

ପାଇଛୁ ଭଲ

ନା' ତୁ' ମୋ ସାଥୀରେ

ହୋଇଛୁ ଗେଲ,

ଭଲପାଇ ଭୁଲି ଯିବା

ମୋ"ପାଇଁ କାଳ.....।

ଡେଣା ଝାଡିି ଝାଡି

ଯିବୁ ତୁ' ଉଡ଼ି

ଆସିବୁ କି' ଆଉ

ଥରେ ବାହୁଡ଼଼ି଼ି,

ଏଇ ଭଲ ପାଇବା ଟା'

ନୁହଁଇ ଖେଳ.....।

ଫେରିବିନି ଆଉ

ତୋହରି ପାଶେ

ଛୁଇଁବିନି ତୋତେ

ପ୍ରଣୟ ଆଶେ,

ରୂପ ଯଉବନେ ତୋର

ହୋଇ ପାଗଳ .....।

ଶୋଷିନେଲୁ ସବୁ

ପୀରତି ମଧୁ

କଥା ଦେଇଥିଲୁ

କରିବୁ ବଧୂ ,

ଆଉକି ଆସିବ ଫେରି

ନୂଆ ସକାଳ ......।



Rate this content
Log in

Similar oriya poem from Tragedy