Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Behera

Action Fantasy Inspirational

3  

Suchismita Behera

Action Fantasy Inspirational

ଅଦ୍ଭୁତ ବୀଜାଣୁ

ଅଦ୍ଭୁତ ବୀଜାଣୁ

1 min
160


ଦେଖି ଏକ ଅଦ୍ଭୁତ ବୀଜାଣୁ 

ମନୁଷ୍ଯ ଆବିଷ୍କାର କଲା ଟିକା ରୂପକ ପରମାଣୁ

ଯାହା, କଲା ତାହା ସହ ଏକ ବଡଧରଣର ଲଢେଇ 

ପ୍ରତିଶୋଧ ପାଇଁ, କୌତୁହଳରେ, ଦେଲା ହାତ ବଢେଇ ।


କରୋନା ତ' ନାମ ତା'ର, 

ଗୋଲାକାର ତା'ର ରୂପ

ରଣଭୂମିରେ ଓହ୍ଲାଇ ଦେଖାଦିଏ 

ଉଭୟଙ୍କର ଅଦ୍ୟତନ ଅପରୂପ ।


ଧୀରେ ଧୀରେ ବଦଳିଲା ଜୀବନ ବଞ୍ଚିବାର ଶୈଳୀ

ମାସ୍କ ସାଜିଲା ପ୍ରତୈକ ପରିବାରର ଆଭୁଷଣ ପରି

ରକ୍ଷା କରେ ବୀଜାଣୁଠୁ ଘଡ଼ିସନ୍ଧି ମୁହୂର୍ତ୍ତ 

ସବୁବେଳେ ପାଖେ ଥାଏ ସାଜି ରକ୍ଷା କବଚ ।



Rate this content
Log in

Similar oriya poem from Action