STORYMIRROR

Manaswini Dash

Inspirational

2  

Manaswini Dash

Inspirational

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
77

ନିରାସ କରିଛି ମୋତେ ଦୀର୍ଘ ଦିନର ଅନ୍ୱେଷଣ 

କାହାପାଖେ ଉନ୍ମୋଚନ କରିନି ସେ ଆପଣାପଣର ସ୍ପର୍ଶ 

ସମସ୍ତେ ଧଇଁ ସଇଁ ହୋଈ ଧାଇଁଛନ୍ତି ସେ ଲେଲିହାନ ଶିଖା ପଛରେ 

ତାଜମହଲ ପରି ଅଟ୍ଟାଳିକା ପଛରେ 

ଟଙ୍କା ଗଦାର ହିମାଳୟ ପଛରେ ,

ମହୀଧର ପରି ମୁଁ ଛିଡା ହୋଇଛି ନିର୍ଜୀବ ପ୍ରତିମା ପରି 

କଉଠୁ ଆସି ଯଦି ମୋ ସହ ମିଶିଯିବ ସ୍ନେହର ସାମାନ୍ୟତମ ମାରୁତ 

ମାତ୍ର; ମୋର ନଗ୍ନ ଚକ୍ଷୁରେ ସେଇ ଭଗ୍ନ ଆଶାର ପରିପ୍ରକାଶ 

କାହିଁକିନା ସମସ୍ତେ ଏଠି ଜଣେ ଜଣେ ଅଚିହ୍ନା ମଣିଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational