STORYMIRROR

Brundabana Pradhan

Romance

3  

Brundabana Pradhan

Romance

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
158

କଟିଯାଏ ଦିନ ରହିଯାଏ ଚିହ୍ନ

ହୁଏନାହିଁ କେବେ ଭୁଲି 

ଆଖି ପଲକରେ ଅଭିଳାଷ ସବୁ 

ଯାଉଥାଏ ଜଳିଜଳି। 


ତୁମେ ମୋ ପ୍ରେମର 

ଅଭୁଲା ସାଥି ଗୋ 

ଆଜି ହୋଇଛ କାହାର 

ନିଜଠୁ ଅତି ଥିଲ ନିଜର। 


କାହାର ନଜର ପଡିଲା ଯେ 

ତୁମେ ହୋଇଗଲ ଆଜି ପର

ସ୍ମୃତି ସବୁତକ ସାଇତି ରଖିଛି 

ଦେଖିଲେ ଲାଗୁଛି ସୁନ୍ଦର। 


ଟିକିଏ ସ୍ୱପ୍ନ କୁ ନେଇ 

ଗଢିଥିଲି ବଡ ନଅର

ରାଜା ରାଣୀ କଥା ଭୁଲିଗଲ ସାଥି 

ଭାଙ୍ଗି ଗଲା ଆମ ଘର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance