STORYMIRROR

Disambar Meher

Romance

2  

Disambar Meher

Romance

ଅଭିମାନୀ ପ୍ରିୟା

ଅଭିମାନୀ ପ୍ରିୟା

1 min
13.4K


ରୂପସୀର ନୀଳ ଆଖି

ମୋ ଆଖିକୁ ନେଲା ଟାଣି

ଗୋଲାପିର ଗୋଲାପି ଓଠ

ହୃଦୟକୁ ଦେଲା ଜିଣି

ହୃଦୟରେ ଅଛ ହୃଦୟ ରାଣୀ

ହେଲେ ଛୁଇଁ ପାରୁନାହିଁ

ମୋର ହେଇନ ହେଲେ

ଏତେ ଭଲ ପାଏ କାହିଁ

ତୁମେ କେମିତି ଜାଣିବ

ତୁମେ ବିନା କେମିତି ବଞ୍ଚିଛି

ଦିନେ ନୁହେଁ ପ୍ରିୟା

ପ୍ରତି ମୁହୂର୍ତ୍ତେ ପଡୁଛି ।

ଡିସେମ୍ବର ମେହେର

ଗଣ୍ଡାବାହାଲି ନୂଆପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance