ଅଭିଳାଷ
ଅଭିଳାଷ
ମୁକ୍ତ ଥିଲି
ତୁମ ବାହୁ ବନ୍ଧନରେ
ନା ପୂଣ୍ୟ ଥିଲା, ନା ପାପ
ନା ଭୟ, ନା ଅଭିଶାପ, କେବଳ
ଶୂନ ଉପରେ ଜୀବନର ଅନ୍ତିମ ସୂର୍ଯ୍ୟ
ଅସ୍ତ-ଉଦୟର କ୍ରିଡ଼ା ରଚନାରେ
ନିର୍ବାଣର ଅଦମ୍ୟ ଆଶା ଜାଗିଥିଲା
ନା ଲକ୍ଷ୍ୟ ଲମ୍ବା ଥିଲା, ନା ସମୟ
କେବଳ ଆନନ୍ଦର ଭୋକ ଥିଲା ।
ମୁକ୍ତ ଥିଲି
ତୁମ ବାହୁ ବନ୍ଧନରେ
ନା ପୂଣ୍ୟ ଥିଲା, ନା ପାପ
ନା ଭୟ, ନା ଅଭିଶାପ, କେବଳ
ଶୂନ ଉପରେ ଜୀବନର ଅନ୍ତିମ ସୂର୍ଯ୍ୟ
ଅସ୍ତ-ଉଦୟର କ୍ରିଡ଼ା ରଚନାରେ
ନିର୍ବାଣର ଅଦମ୍ୟ ଆଶା ଜାଗିଥିଲା
ନା ଲକ୍ଷ୍ୟ ଲମ୍ବା ଥିଲା, ନା ସମୟ
କେବଳ ଆନନ୍ଦର ଭୋକ ଥିଲା ।