STORYMIRROR

Ram Prasad Bisoi

Tragedy Abstract Inspirational

3  

Ram Prasad Bisoi

Tragedy Abstract Inspirational

ଆଶା ବାଡି ହଜି ଯାଇଛି ,

ଆଶା ବାଡି ହଜି ଯାଇଛି ,

1 min
13.8K


ଆଶା ବାଡି ହଜି ଯାଇଛି ,

ଯଦି ପାରିବ ଖୋଜି ଆଣିଦିଅ,

କାଶ୍ୟପ।

ଗାଁର ଦି’ ବଖରା ଘର

କିଛି ବହି

ଆଉ ଖଣ୍ଡେ ଟେବୁଲ

ଝିଅ ପୁଅ ବୋହୁ

ସବୁ ବ୍ୟସ୍ତ

ସୁମି ବଉ ଚାଲିଯାଇ ହେଲାଣି

ଛଅ ବର୍ଷ

ନିଃସଙ୍ଗ ଜୀବନ

ସତରେ ଭାରି କଷ୍ଟ।

ଆଶା ବାଡି ହଜିଯାଇଛି

ଯଦି ପାରିବ ଖୋଜି ଆଣି ଦିଅ,

ନିଃସଙ୍ଗ ବାର୍ଦ୍ଧକ୍ୟ

ସତ ରେ ଭାରି କଷ୍ଟ ।

ରାମ ବିଶୋଇ

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy