STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ଆସ ଯିବା ଉଡି"

"ଆସ ଯିବା ଉଡି"

1 min
132

ଆସଯିବା ଉଡି ଡେଣା ଝାଡ଼ିଝାଡ଼ି

ଆକାଶ ଛାତିରେ

ସଞ୍ଜ ଆସିଲାଣି ମାଡି,

ଆସଯିବା ସହି ଗୀତ ଗାଇ ଗାଇ

ଅନ୍ଧାର ରାତିରେ

ଏଇ ସହର'କୁ ଛାଡି

ଆସ ଭୁଲିଯିବା ହଜିଲା ଅତୀତ

ପିଛିଲା ଦିନର

ଯେତେ ମିଠା ମିଠା ସ୍ମୃତି,

ଆସ ବାହିନେବା ଜୀବନ ନଉକା

ସଂସାର ସାଗରେ

ଗାଇ ପ୍ରଣୟ'ର ଗୀତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract