Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gunanidhi Samal

Classics

3  

Gunanidhi Samal

Classics

ଆମେ ଓଡ଼ିଆ

ଆମେ ଓଡ଼ିଆ

1 min
124


ଆମେ ଓଡ଼ିଆ ଭାରି ବଢିଆ

ଓଡ଼ିଆ ଆମ ଭାଷା

ଇଂରାଜୀ କହି କିଆଁରେ ଭାଇ

ହୋଇବା ଲୋକ ହସା।

ମରିବା ପଛେ ପାତିବା ନାହିଁ

କାହାରି ଆଗେ ହାତ

ଖାଇବା ଖଟି, ପିନ୍ଧିବା କାଟି

ସାହା ଜଗତ ନାଥ ।


Rate this content
Log in