STORYMIRROR

Alhadini Panigrahi dash

Children

3  

Alhadini Panigrahi dash

Children

ଆମେ ଆଜି କୁନି ଶିଶୁ

ଆମେ ଆଜି କୁନି ଶିଶୁ

1 min
264


ଆମେ ଆଜି କୁନି ଶିଶୁ

     କାଲି ବଡ ହେବୁରେ

ଆଜି କୁନିି କଳିିିକା ତ

     କାଲି ବିକଶିବୁରେ ାା


ଫୁଲ ହୋଇ ଫୁଟିଯିବୁୁ

ବାସ ଆମ ଭରିଦେବୁ

       ସମସ୍ତ ଙ୍କ ହୃଦରେ ା


"ସ୍ୱର୍ଗାଦପୀ ଗରୀୟସୀ " 

      ମୋ ଭାରତ ମାଟିରେ

ମୁକ୍ତ କଣ୍ଠେ ଗାଇବୁ ତା

     ଜୟଗାନ ଗୋଟିରେ ାା


ଶତୃକୁ ଦୂରେଇ ଦେବୁ

ଦେଶ ପାଇଁ ପ୍ରାଣ ଦେବୁ

     ସଇନିିକ ସାଜିରେ ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children