STORYMIRROR

Priyaranjan Biswal

Others Children

3  

Priyaranjan Biswal

Others Children

ଗୁଣ୍ଡୁଚି ମୂଷା

ଗୁଣ୍ଡୁଚି ମୂଷା

1 min
12K


ଲାଞ୍ଜରେ ତାହାର ପ୍ରଶନ ଚିହ୍ନ।

ଦେହଟି ଅଟଇ ଧୁସର ବର୍ଣ୍ଣ।।


ଚାଲାଖ ଚତୁର ବଡ‌ ଚଞ୍ଚଳ।

ଛୋଟ ଜୀବ ସିନା ବୁଦ୍ଧି ପ୍ରବଳ।।


କେହି ତା'ର ବସା ପାଖକୁ ଗଲେ।

ଅନ୍ଯ ଦିଗେ ସିଏ ପଳାଏ ଭଲେ।।


ଥଟ୍ଟା ମଜା ଖେଳ ତାହାରି କାମ।

ଆର୍ଶୀବାଦ କରିଥିଲେ ଯେ ରାମ।।


ସିଧା ବସି ସିଏ ଖାଏ ବାଦାମ।

ଗୁଣ୍ଡୁଚି ମୂଷା ଅଟେ ତା' ନାମ।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍