STORYMIRROR

Pritam kumar Jagadala

Abstract Children Stories

3  

Pritam kumar Jagadala

Abstract Children Stories

ସ୍ଵର୍ଗତ ବାବାସାହେବଙ୍କ--ଅମର ଗାନ

ସ୍ଵର୍ଗତ ବାବାସାହେବଙ୍କ--ଅମର ଗାନ

1 min
104

ସ୍ଵର୍ଗସ୍ତ ବlବlସାହେବ

ତୁମ ନାମ ହୋଇ ଧନ୍ୟ ଧନ୍ୟ

ଜୀବନେ ମୋର

କରୁଥିବି ତୁମ ଗୁଣଗାନ ।

ପ୍ରଶଂସା ଆମେ କରୁଥିବୁ ତୁମର

ଦେଇ ରଖିଥିବୁ ସମ୍ମାନ ତୁମ ସମ୍ବିଧାନର ।

ଜୟ ଜୟ ବବସାହେବ ଆମ୍ବେଦକର

ତୁମ ବାରଦାନ ଦଳିତଙ୍କ ପାଇଁ ହେଲା ଅପାର ।

ଦେଇ ତୁମେ ସମସ୍ତଙ୍କୁ ସମାନ ଅଧିକାର

ରଖି ଅଛ ଟେକ ଏହି ଦଳିତ ସମାଜର ।

କରୁଥିବି ସର୍ବଦା ତୁମ ଗୁଣଗାନ

ତୁମ ପଥ କୁ କରି ମୁ ସରଣ ।

ତୁମ ମହିମା ଦଳିତଙ୍କ ପାଇଁ ଅପାର

ତୁମ ବାକ୍ୟ ଶୁଣି ପ୍ରଭୁ କରିବି ମୁ ସେବା ଜଗତର ।

ଦଳିତ କୁଳ ରେ ହୋଇ ତୁମେ ଜନ୍ମ

ରଖି ଅଛ ଆମ ସମାଜର ମାନ ।

ଯୋଗାଇଛ ଆମକୁ ଶିକ୍ଷା ଲାଭର ସୁଯୋଗ

ସଂଘର୍ଷ କରୁ ବାକି ଦେଲ ତୁମେ ଉପଦେଶ ।

ତୁମେ କଲମେ ଲେଖି ସମ୍ବିଧାନ

ରକ୍ଷା କରିଛ କୋଟି ଦଳିତଙ୍କ ଜୀବନ ।

ସବୁଆଡେ ପ୍ରଭୁ ତୁମରି ଜୟ

ଦଳିତ କୟ ସଂଘଠିତ କରିବା ଆମରି କର୍ତ୍ତବ୍ୟ। 

ଜୟ ଜୟ ବାବା ସାହେବ ଆମ୍ବେଦକର

ତୁମ ବାରଦାନ ହେଲା ଆମ ପାଇଁ ଅପାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract