STORYMIRROR

Sunanda Mohanty

Fantasy Thriller Others

4  

Sunanda Mohanty

Fantasy Thriller Others

ଆକାଶ 

ଆକାଶ 

1 min
0


ପକ୍ଷୀ ଯେବେ ଉଡ଼େ 
ଜାଣେନାହିଁ ଆକାଶର ପରିସୀମା 
ଗଛ ଯେବେ ମୁଣ୍ଡ ଟେକେ 
ଜାଣିବ କେମିତି ଆକାଶ 
ଭୂମି ରୁ ନା ଭୂମା 
ଆକାଶ ରେ ଜହ୍ନ ତାରା ଫୁଲ
ଆକାଶର ନୀଳିମା 
ଏସବୁ ଭିତରେ ଆକାଶ 
କାହାକୁ କରିଛି କେବେ କ୍ଷମା 
ଜହ୍ନ ପାଇନି ଠିକଣା 
ତାରା ଚିହ୍ନି ନାହିଁ ଆକାଶ ଅଗଣା 
ପୃଥିବୀ ମାପିନି ଆକାଶ କରୁଣା 
ବର୍ଷା ତ ଅମୃତ ବାରି 
ନିଜେ ନିଜେ ଆସେ ଝରି 
କାହାର କରୁଣା 
ମତେ ପଚାରନା ଜମା 
ସବୁ ସମସ୍ତଙ୍କୁ ଜଣା 
କ୍ଷେତ୍ରଫଳ ପରିସୀମା ର ମାପ 
ବୃତ୍ତ ରେ ଥାଏ 
ଜ୍ୟାମିତି ଚିତ୍ରରେ ଥାଏ 
ତ୍ରିକୋଣମିତିରେ ଦରକାର ହୁଏ 
ଆକାଶ ର ପାଏ ର ପାଉଣା 
ମହାସମୁଦ୍ର ସେତ ଛାତ ଓ ଛତା ଖେଳନା
ଆକାଶ ବ୍ୟାପ୍ତି ଓ ତୃପ୍ତି 
କୋଉଠି ମିଳେନା 
ଇନ୍ଦ୍ର ସଭା କୁହ ଅବା ନାରାୟଣଙ୍କୁ ଜଣା 
ସାଗର ପରି ଆକାଶର ଢେଉ ବଉଦ 
ଭାରି ଛଳନା ରେ କରେ ବାଟମାରଣା
ଆକାଶକୁ ଦେଖି ଗାଏ ମୁଁ କଳଗାଉଣା
,,,,,,,,,,,,,


Rate this content
Log in

Similar oriya poem from Fantasy