STORYMIRROR

Sanjya Tripathy

Fantasy

3  

Sanjya Tripathy

Fantasy

ଆଦିମ ଅଂଧାର

ଆଦିମ ଅଂଧାର

1 min
207


ତୁମ ଅଜୁ କଥାର ବ୍ୟଥାରେ, ,ମୁଁ ମର୍ମାହତ

ତୁମ ଅପହି ପାଠର ଗୋପନୀୟତାରେ ,ମୁଁ ସଂତର୍ପିତ

ତୁମ ନାରଦ, ସଂଘୁ ଦୃଷ୍ଟିରେ ,ମୁଁ ସଂତାପିତ

ତୁମ ଚୋରାଚାହାଣିର ସଂକେତିକତରେ ,ମୁଁ ମୁହୁର୍ମୁହୁ ବିବ୍ରତ

ତୁମ ଅଦେଖା ମୁହୁର୍ତ୍ତର ମହୁରରେ ,ମୁଁ ବିଚଳିତ

ତୁମ ଅନାଗତ ଆଗମନର ଜଳନାରେ ,ମୁଁ ଶିହରିତ

ତୁମ ସୁଦୂର ପ୍ରସାରୀ ସଂପର୍କରେ ଭାବନାରେ ,ମୁଁ ରୋମାଂଚିତ

ତୁମ ଅକଣ ଆଶଙ୍କାର ପଦ ନିରେ ,ମୁଁ ସଂତ୍ରସ୍ତ

ତୁମ ଅପଲକ ନୟନର ଅବାରିଚ ବିରିଧାରାରେ ,ମୁଁ ଆତ୍ମବିସ୍କୃତ

ତୁମ ଅନୈଦ୍ୟ ରୂପର ରୋଷଣୀରେ ,ମୁଁ ହତଚକିତ

ତୁମ ଅ ଫୁତ ପ୍ରାଣ ପ୍ରାଚୁର୍ଯ୍ୟ ଭରା ସଂଜୀବନୀରେ ,ମୁଁ ବିର ଉଜସିତ

ତୁମ ଅନ୍ୟତ ଆରମ୍ଭର ମହାର୍ଘ ମୁହୁରେ ,ମୁଁ ପୁଲକିତ

ତୁମ ଅସମାହିତ ପ୍ରଶ୍ନର ସମାଧାନରେ ,ମୁଁ ସତତ ଚେଷ୍ଟିତ

ତୁମ ଆମ ରମଣର ଆସଂତ୍ରଣରେ ,ମୁଁ ସର୍ବଦା ଶିହରିତ

ତୁମ ଅନୁଭରିତ ପ୍ରଶ୍ନର ପ୍ରହେଳିକା - ପ୍ରାବଲ୍ୟରେ ,ମୁଁ ପୀଡିତ

ତୁମ ଆଦିମ ଆଫତୁଣର ନିକ୍ଷେପିତ ନିଃଶ୍ବାସରେ ,ମୁଁ ତ୍ର

ତୁମ ଅକୁଣା ଅଂଧାରର ଆଦ୍ୟ ଆଷାଢରେ ,ମୁଁ ରସସିକ୍ତ ।

ତୁମ ଅପାର ବାଲୁକା ସଂତରେ ,ମୁଁ କ୍ରମଶ ଅପସୃୟମାଣ ଏକ ପଦ ଚିହ୍ନ!

ବୋପରି, ତୁମ ଅନାଦିକ ସଂପର୍କର ସୃଜନଶୀଳତାରେ ,ମୁଁ ପରିପୃଷ୍ଟ

ଯଦିବା ତୁମେ ଆସିଥାଅ ସର୍ବଦା ବ୍ୟତିକ୍ରମ ଏକ ଶ୍ରାବଣୀ କବିତାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy