STORYMIRROR

ଅଶୋକ କୁମାର ମହାନ୍ତ l

Classics Fantasy Inspirational

3  

ଅଶୋକ କୁମାର ମହାନ୍ତ l

Classics Fantasy Inspirational

ରାଜନୀତି

ରାଜନୀତି

1 min
206

ଇଲେକ୍ସନ ଭାଇ ଇଲେକ୍ସନ 

କାହାକୁ କରିବ ସିିଲେକସନ

ଯାହାକୁହା କରିବ ସିିଲେକସନ

ଗୋଡର ଫାଶୀ କୁ ବେକରେ ପକାଇ

ସେ କରିବ କଲେକସନ 

ଇଲେକସନ ଭାଇ ଇଲେକସନ 

କାହାକୁ କରିବ ସିିଲେକସନ ।।


ଇଲେକସନ ଯେବେ ପାଖେଇ ଆସେ

ମନ୍ତ୍ରୀ ଗାଡ଼ି ଆସି ଗାଁ ରେ ପଶେ

ମନ୍ତ୍ରୀ ବାଣ୍ଟୁୁୁଥାନ୍ତିି ଟଙ୍କା ବିଡା

ଚାମୁଣ୍ଡା ହାତରେ ବିଅର ଖଡା

ଇଲେକସନ ଭାଇ ଇଲେକସନ

କାହାକୁ କରିବ ସିିଲେକସନ ।।


ହାହାକାର ଯେବେ ସମାଜ ହୁଏ

ମନ୍ତ୍ରୀ ନିଜ ବାଟ  ସଜାଗି ରହେ

ମନ୍ତ୍ରୀ ମାଗନ୍ତି ହାତକୁୁ ଯୋଡ଼ି

ପଛରେ ଦିଅନ୍ତି କରଡା ବାଡି

ଇଲେକସନ ଭାଇ ଇଲେକସନ

କାହାକୁ କରିବ ସିିିଲେକସନ ।।


ପ୍ରଜା ଙ୍କୁ ଲୁଟିିବା ସାଜେ ତା ଧର୍ମ  

ପ୍ରଜା ଙ୍କ କଷଣ ତାହାର କର୍ମ

ହାତ ଥରୁୁୁଥାଏ ଗୋଡ ଥରୁଥାଏ

ଏହାକୁ ଦେଖିଣ ଆନନ୍ଦ ପାଏ

ଇଲେକସନ ଭାଇ ଇଲେକସନ

କାହାକୁ କରିବ ସିିିଲେକସନ ।।


ବନ୍ୟା ବାତ୍ୟା ଯେବେ ଆସିଣ ଯାଏ

ପୂର୍ବ କଥା ସେତ ଭୁଲିଣ ଯାଏ 

ଟିକେ ପ୍ରତିିଶ୍ରୁତି ଯୁଗଳ ମୂରତି

କାଳ ସର୍ପ ପରି ରୂପ ଦେଖାଏ

ଇଲେକସନ ଭାଇ ଇଲେକସନ

କାହାକୁ କରିବ ସିିିଲେକସନ

ଯାହାକୁ କରିବ ସିିିଲେକସନ

ଗୋଡର ଫାଶୀକୁ ବେକରେ ପକାଇ

ସେ କରିବ କଲେକସନ


ଇଲେକସନ ଭାଇ ଇଲେକସନ

କାହାକୁ କରିବ ସିିିଲେକସନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics