STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ଆଜି ତିଥି ଅମାବାସ୍ୟା

ଆଜି ତିଥି ଅମାବାସ୍ୟା

1 min
257


ଗୋଲାପ ତୁମେ ମୋର

ସହିଛି କଣ୍ଟାର ଦଂଶନ

ପଦ୍ମ ତୁମେ ମୋର

ଜଳୁଛି ମୁଁ ସୂର୍ଯ୍ୟର ଉତ୍ତାପେ

ଚନ୍ଦ୍ର ତୁମେ ମୋର

ପୂର୍ଣ୍ଣିମାର ଉଜ୍ଜ୍ୱଳ ଆଲୋକ

ଆଜିର ପ୍ରତୀକ୍ଷା 

ବିନିଦ୍ର ରାତ୍ରିରେ

ଘନଘଟା ଅନ୍ଧକାର

ଖାଁ ଖାଁ ଲାଗେ ନୀରବତା

ବୃଥା ନୀରବ ପ୍ରତୀକ୍ଷା

ପାଖ ଲୋକର 

ସନ୍ଦେହୀ ଚକ୍ଷୁରେ

ଜଳେ ମୁଁ ଆଜି

ଘନକୃଷ୍ଣ ଅନ୍ଧକାରେ

ଯେହେତୁ

ମୋ ପାଇଁ

ଆଜି ତିଥି ଅମାବାସ୍ୟା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance