Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Horror

3  

Kalandi pal

Horror

ଆଜି ମକର

ଆଜି ମକର

1 min
153


ଆଜି ପରା ହବ  ମକର ପରବ

   ଚାଲ ଯିବା ଶିରିକ୍ଷେତ୍ର

ଭକତରେ ଗଣା ନ ହେଲେ ନାହିଁତ

    ତା ସଙ୍ଗେ ବସିବା ମିତ

ସେହି, ସେହି ଜଗନ୍ନାଥ ।


ପରବରେ ଭରା  ତା ଦେଉଳ ପରା

    ଭକତ ପାଇଁ କି ସେହି

ଦୁଇ ହାତ ଟେକି  ଭକତକୁ ଡାକି

    ଅପଲକେ ଅଛି ଚାହିଁ

ଆସ ଏ ପରବେ  ଭକତ ସରବେ

    ଶ୍ରୀ କ୍ଷେତ୍ରେ ମକର ଜାତ ।


ନଡ଼ିଆ ଚାଉଳ  କଦଳୀ ମରିଚ

    ଗୁଡ଼ ଛେନା ଅଦା ଦେଇ

ଦେବା ତାହା ପାଶେ ଆସିବା ହରଷେ

    ମକରଟେ ତାର ହୋଇ

ସାହା ହେଉଥିବ ରଖି ମିତ ଭାବ

   ସେ, ଅନାଥ ଜନର ନାଥ ।


Rate this content
Log in

Similar oriya poem from Horror