STORYMIRROR

Bijaya Panda

Classics

3  

Bijaya Panda

Classics

"ଆହେ ଗଜାନନ"

"ଆହେ ଗଜାନନ"

1 min
303


ହେ ବିଘ୍ନ ହରତା

ଜଗତର କର୍ତ୍ତା

କେମିତି ଏ ସବୁ ସହୁଛ

ମାଦକ ନେଇଛି ମୋଦକର ସ୍ଥାନ

ତୁମେ ଜଳ ଜଳ କରି ଛାହିଁଛ

ଧଳା କୁର୍ତ୍ତା ପିନ୍ଧି

ପାପୀ ମୁଣ୍ଡିଆ ମାରଇ

ସବୁ ପୁନ୍ୟ ହାତେଇବ

ଲାଲବାଗ ରାଜା ତୁମ ଦରବାରେ

ନ୍ୟାୟ ଆଉ କେବେ ମିଳିବ

ତୁମେ ସର୍ଵ ଜ୍ଞାନୀ, ବିଜ୍ଞାନ ବି ଦେଲ

ମାନବ ଚନ୍ଦ୍ରକୁ ଯାଉଛି

ପୃଥିବୀ ଦାୟିତ୍ୱ କଉ ଭଗବାନ ପାଖେ

ସେ ଉତ୍ତର ଏବେ ଖୋଜୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics