STORYMIRROR

Hitesh Mohapatra

Abstract Tragedy Classics

3  

Hitesh Mohapatra

Abstract Tragedy Classics

ଆଗକୁ ବଞ୍ଚିବି

ଆଗକୁ ବଞ୍ଚିବି

1 min
176


ଆଗକୁ ବଞ୍ଛିବି ବୋଲି ଭାବି ଭାବି

ବଞ୍ଛିନି ହେଲେ ଗୋଟେ ଦିନ

ଭବିଷ୍ୟତର ଚିନ୍ତା କରୁ କରୁ

ହଜିଗଲାଣି ବର୍ତ୍ତମାନ ।


ସମୟ ରୁହେନି କେବେ ହେଲେ

କିଏବା, ହୁଅନା କାହିଁ

ଆଗ ଫାଗ କିଛି ନଥାଏ

ଜାହା ଅଛି ଏବେ ହିଁ ତହିଁ ।


ଜିବନର ଶେଷ ମୁହୁର୍ତ୍ତରେ

ଜେବେ ମୃତ୍ୟୁ ଠିଆ ହେଇଥିବ

ଦାଣ୍ଡ ଦୁଆରେ

ଶେସ ବାକ୍ୟ ମୁହଁରୁ ବାହାରିବ

ଆହା କାଳେ ଏମିତି ବଞ୍ଚିଥାନ୍ତି ଥରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract