STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଆଗାମୀ ସକାଳ ର ସୂର୍ଯ୍ୟ

ଆଗାମୀ ସକାଳ ର ସୂର୍ଯ୍ୟ

1 min
32

ଆଗାମୀ ସକାଳ ର ସୂର୍ଯ୍ୟ

ଆମେରେ ଆଗାମୀ

 ସକାଳର ସୂର୍ଯ୍ୟ

ଡରିବାନି ଆମେ 

  ବିପଦରେ କେବେ

ରହିଛି ପରାଣେ ଧୈର୍ଯ୍ଯ

ଆମେରେ ସ୍ନେହ ସଂମ୍ପକ ର

   ଭାଇ ଭ ଉଣୀ

 ଭ ଉଣୀ ଭାଇ

ଶିଳ୍ପୀ ଆମେ ରେ 

  ଗଢିବା ଶିଳ୍ପ

ପଥର ଵୁକୁକୁ ଚିରି

କୃଷକ ଆମେରେ

  କରିବୁ ଫସଲ

ମାଟିର ବୁକୁକୁ ଚିରି

ଶିକ୍ଷକ ଆମେରେ 

  କରିବୁ ସୃଷ୍ଟି

  ଡ଼ାକ୍ତର ଇଂଞିନିୟର

ଲେଖକ ଆମେରେ 

  ଲେଖି ବୁ କବିତା

ଲେଖନୀ ମୁନକୁ ଧରି

ଆମେରେ ସୈନିକ

   ଜଗିବୁ ସୀମାନ୍ତ

ନାଶିବୁ ଅଇରୀ

  ଗୁଳି ଵନ୍ଧୁକ ଧରି

ଆମେ ସଭିଏଁ

  ଭ ଉଣୀ ଭାଇ

ଭାଇ ଭ ଉଣୀ

  ପ୍ରମିଳା ମହାନ୍ତି

ଶିକ୍ଷୟିତ୍ରୀ

  ଜୟପୁର    


Rate this content
Log in

Similar oriya poem from Inspirational