STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଆ ମୌସୁମୀ ଆ ଜଲଦି ଆ

ଆ ମୌସୁମୀ ଆ ଜଲଦି ଆ

1 min
174


ଆ ମୌସୁମୀ ଆ ଜଳଦି ଆ

ବରଷା ରାଣୀକୁ ଚାହିଁଛି ଧରଣୀ ମା

ମୌସୁମୀ ଯେବେ ତୁ ଆସିବୁ

ଧରାକୁ ଶସ୍ୟ ଶ୍ୟାମଳା କରି ଦେବୁ

କେତେ ପୋଖରୀ ଶୁଷ୍କ ହୋଇ ରହିଛି

ଚାଷୀ ତୋତେ ପ୍ରତିକ୍ଷା କରୁଛି

ତୁ ଆସିଲେ ସୁନାର ଫସଲ ହୋଇବ

ଆମ ରାଜ୍ୟରୁ ଖାଦ୍ୟ ଅଭାବ ଯିବ

ପ୍ରଚଣ୍ଡ ରୌଦ୍ର ତାପ ଭାରି କଷ୍ଟ ହେଉଛି

କେବେ ଆସିବୁ ମୌସୁମୀ ମଣିଷ ଅପେକ୍ଷା କରିଛି

ମୌସୁମୀ ତୁ ଆସିଲେ ଜଳ କଷ୍ଟ ଦୁରେଇ ଯିବ

ତୋରି ବାରି ଧାରାରେ, କୂପ,ପୁଷ୍କରୀଣୀ ପୁର୍ଣ ହୋଇବ

ଆ ମୌସୁମୀ ଜଳଦି ତୁ ଆ

ତୋରି ଶୀତଳତାକୁ ସଭିଙ୍କୁ ଦେଇଯା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics