ଶିକ୍ଷକ
ଶିକ୍ଷକ
ଆଲୋକ ମଶାଲ ଧରି ହସ୍ତେ
ନୀତିଶିକ୍ଷା ଦିଏ ଯିଏ ଆସ୍ତେ
ଅନ୍ଧକାର କୁସଂସ୍କାର ସମାପ୍ତେ
ନିଜେ ସାଜି ଆଦର୍ଶ ପରିବ୍ୟାପ୍ତେ
ସମାଜକୁ ଓ ଛାତ୍ର କୁ ବଶୀଭୂତେ
ଅନ୍ଧାରରୁ ନିଏ ଆଲୋକ ପଥେ
ଜ୍ଞାନୀ ଗୁଣୀ ପୂଜା ପାଏ ସର୍ବତେ
ନିଜ ହୃଦୟ ର ଜ୍ଞାନ ବିକଶିତେ
ଦିଗଦର୍ଶନ ବାଣ୍ଟୁଥାଏ ପର୍ଯ୍ୟାପ୍ତ
ସବୁଠାରେ ନିଜ ପାରୁ ପର୍ଯ୍ୟନ୍ତେ.
ଦୟା କ୍ଷମା ଉଦାରତା ଶିକ୍ଷା ଶାସ୍ତ୍ରେ
ମଣିଷପଣିଆ ଭିତରେ ମଣିଷ
ହେବାକୁ ନିକଟ ଭଵିଷ୍ୟତେ l
