STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ନାଗରିକ

ନାଗରିକ

1 min
179

ସଚେତନ ରହିବା ରଖିବା 

ଗଠନ ମୂଳକ ପ୍ରସ୍ତାବ ଦେବା 

କାର୍ଯ୍ୟ ରେ ସହଭାଗିତା ହେବା 

ମନ୍ତବ୍ୟ ସୁସଙ୍ଗଠିତ ରହିବା 

ନିଷ୍କ୍ରିୟ ନହୋଇ ସକ୍ରିୟ ହେବା 

ଆନ୍ଦୋଳନ ପରିବର୍ତ୍ତେ ସୁଚିନ୍ତିତ 

ମତାମତ ରଖି ଅଂଶୀଦାର ହେବା 

ବିରୋଧକୁ ହୃଦୟ ଭିତରେ ରଖି 

କଣ କଲେ ସବୁଠୁ ନିରୀହ ଲୋକଟିଏ 

ଉପକୃତ ହୋଇପାରିବ ବୁଝି ବୁଝାଇବା 

ଦେଶ ର ସ୍ୱରାଜ ପଥେ ଆସୁଯେତେ ଝଡ଼ 

କେବେ ମଥା କେବେ ପିଠି ଦେଖାଇ 

ଗଢିବା ନିଜ ଓ ଜାତି ନୀଡ 

ମାନବିକତା ହେଉ ଧର୍ମ ଆଉ 

ନିରହଂକାର ହେଉ ଜାତି 

ବିଶ୍ୱାସ ମୂଳେ ଗୋତ୍ର 

ବହିବାକୁ ଦେବା ଶାନ୍ତି ପ୍ରୀତି ଓ ମୈତ୍ରୀ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics