STORYMIRROR

Gunanidhi Samal

Classics

3  

Gunanidhi Samal

Classics

ଆ... କା...ମା...ବୈ

ଆ... କା...ମା...ବୈ

1 min
55


ମୋ" ପୂର୍ବପୁରୁଷ ବୋଇତରେ ବସି

ଯାଉଥିଲେ ଦିନେ ସୁମାତ୍ରା ,ବାଲି,

ତାଙ୍କରି ଦାୟାଦ ଗାଡ଼ିଆରେ ଆଜି

କାଗଜ ଡଙ୍ଗା ମୁଁ" ଦେଉଛି ପେଲି ।

ଫେରିବା ବେଳକୁ ଆଣୁଥିଲେ ସାଥେ

ସୁନା, ରୂପା, ଟଙ୍କା ବୋଇତ ପେଟେ

ପେଟ ଚାଖଣ୍ଡକ ପୋଷିବା ପାଇଁ ମୁଁ"

ବିଦେଶ ରେ ଯାଇ ଦାଦନ ଖଟେ ।


Rate this content
Log in

Similar oriya poem from Classics