Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rashmi Ranjan Nayak

Abstract Tragedy Fantasy

3.5  

Rashmi Ranjan Nayak

Abstract Tragedy Fantasy

ହେ ମୋର ପ୍ରିୟ ଅତୀତ

ହେ ମୋର ପ୍ରିୟ ଅତୀତ

1 min
134


ଅଜଣା ରାସ୍ତାରେ ପଥିକଟିଏ ସାଜି ମୁଁ ଆରମ୍ଭ କରିଥିଲି ଏ ଯାତ୍ରା ମୋର,ଭିନ୍ନ ଏକ କାହାଣୀର ନାୟକ ଭାବେ ପରିଚୟ ନେଇ ଉପଭୋଗର ସେ ମତୁଆଲା ସୁରାକୁ ପାନକରି ଚାଲୁଥିଲି ମୁଁ।


ଚକମକ କରୁଥିବା ସେ ତାରାଙ୍କୁ ନିଜର କରି ଅଳ୍ପ ଅଳ୍ପ ସ୍ମୃତିକୁ ସାଉଁଟି ଜହ୍ନର କିରଣରେ ଲେଖୁଥିଲି ପଢ଼ୁଥିଲି ଏବଂ ହସୁଥିଲି।


ନାଁ କେବେ ନିସଙ୍ଗତାକୁ ଅନୁଭବ କରୁଥିଲି ନାଁ କେବେ ଭୟ କରୁଥିଲି, ସେ ରାତି ଆଉ ସେ ଦିନ ଉଭୟ କେଜାଣି କାହିଁକି ଆଦରରେ ଆଉଁସି ମତେ ବଢିବାର ଏକ ସୁଯୋଗ ଦେଉଥିଲେ।


ହେ ମୋର ପ୍ରିୟ ଅତୀତ ଏତେ ନିଜର ତ ଥିଲ ପୁଣି ପର ହେଇଗଲ।



Rate this content
Log in

More oriya story from Rashmi Ranjan Nayak

Similar oriya story from Abstract