STORYMIRROR

Jyotsna Acharya

Abstract Classics Inspirational

3  

Jyotsna Acharya

Abstract Classics Inspirational

ଘଣ୍ଟ-ଘଣ୍ଟି

ଘଣ୍ଟ-ଘଣ୍ଟି

1 min
155

ସୁନ୍ଦର ଦିଶୁଛି

ନୀଳ ନୀଳିମାଟି

ଶରତ ବୁଣିଛି

ରଂଗ ମୂରୁଜଟି

ତଟ ନଇଟିରେ

ପଦ୍ମ ହସଟି

ଶବ୍ଦ ଗୁଞ୍ଜରଣ

ଘଣ୍ଟ ଘଣ୍ଟିଟି

ଧରିତ୍ରୀ ବକ୍ଷରେ

"ମା" ପାଦ ଚିହ୍ନଟି

ନିର୍ଭୟ ମନର

ଅନ୍ତ ସ୍ବରଟି

ଆସିଛନ୍ତି ମା'

ନେଇ ଆଶୀର୍ବାଦଟି

ରୂପ ନୁହେଁ

ମାତ୍ର ଗୁଣ ସାରଟି

ଦର୍ଶାୟୀ କହନ୍ତି

ଶକ୍ତି ମୟୀଟି

ଚ଼ନ୍ଦ୍ରଘଣ୍ଟା ନାମ

ପୂଜା ପ୍ରିୟଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract