Audio

Forum

Read

Contests

Language


Write

Sign in
Wohoo!,
Dear user,
ତତ୍ତ୍ଵସାର
ତତ୍ତ୍ଵସାର
★★★★★

© Prasanna Kumar Madala

Abstract Inspirational

1 Minutes   6.4K    4


Content Ranking

ପ୍ରାଣୀ ଚତୁର୍ବିଧ     ସ୍ଵେଦଜ ଉଦ୍ଭିଦ

   ଅଣ୍ଡଜ କିବା କେହି ଜରାୟୁଜ

ସମସ୍ତେ ଆମ୍ଭର     ନିଜ ସହୋଦର

   ପିତା ପରଂବ୍ରହ୍ମ ସେ ଚତୁର୍ଭୁଜ ।

ସଂସ୍କାରରେ ଢଳି   ଯୋନିଚକ୍ରେ ଚଳି

   ବିଚରି ଜନ୍ମାନ୍ତେ ଶରୀରେ ରହେ

ଆସି ଏ ମରତେ   ବିହରିଲେ ସାଥେ

   କ୍ରମ ବିକଶିତ ରୂପ ଯେ ବହେ ।

ପ୍ରାଣୀ ପରଂବ୍ରହ୍ମ ଉଦ୍ଭିଦ

Rate the content


Originality
Flow
Language
Cover design

Comments

Post


Some text some message..